ବାପ-ଝିଅ ବିଷ ପିଇବା ଘଟଣାରେ ମୁଖ୍ଯ ଅଭିଯୁକ୍ତ ଗିରଫ

ବାଲେଶ୍ଵର ଜିଲ୍ଲା ସୋର ଥାନା ମହୁମୁହାଣ ପଞ୍ଚାୟତ ଅଞ୍ଚଳରେ ଏକତରଫା ପ୍ରେମକୁ ନେଇ ନାବାଳିକା ଝିଅକୁ ଅପହରଣ ଉଦ୍ୟମ ଏବଂ ପୁଲିସ ନିରବ ରହିଥିବା ଭୟରେ ବାପା ସଞ୍ଜୟ ନାୟକ ଓ ନାବାଳିକା ଝିଅ ବିଷପିଇଥିବା ଘଟଣାରେ ରବିନ୍ଦ୍ର ଦାସକୁ ଗିରଫ କରିଛି ସୋର ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes