ବାପା ମୃତ୍ୟୁ ଖବର ଶୁଣି ଚାଲିଗଲା ବଡ଼ ପୁଅ ଜୀବନ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଆଶ୍ରମପଡ଼ା ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି।

ବିଳମ୍ବିତ ରାତିରେ ଅସୁସ୍ଥ ବାପା ଗନ୍ଧର୍ବ ଥପ୍ପାଙ୍କ ମୃତ୍ୟୁ ହୋଇଥିଲା। ଏ ଖବର ବଡ଼ ପୁଅ ଧନେଶ୍ୱର ଥପ୍ପା ଶୁଣିବା ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ମୃତ ବଡ଼ ପୁଅ ରେଲେୱେରେ ୪ର୍ଥ ଶ୍ରେଣୀର କର୍ମଚାରୀ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes