ବାତ୍ୟା ପ୍ରଭାବରେ ୮ ଜିଲ୍ଲାରେ ବର୍ଷା ଆଶଙ୍କା

ବାତ୍ୟା ଅସାନି ପ୍ରଭାବରେ କାଲି ପର୍ଯ୍ୟନ୍ତ ରାଜ୍ୟର ୮ ଜିଲ୍ଲାରେ ବର୍ଷା ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ।

କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ,ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକରେ ବର୍ଷା ଆଶଙ୍କା ରହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes