ବାଘ ସଙ୍କଟ ଦୂର କରିବା ପାଇଁ ଚିଡିଆଖାନାରେ ଜନ୍ମିତ ବାଘକୁ ହିଂସ୍ର କରି ଜଙ୍ଗଲରେ ଛାଡ଼ିବାକୁ ଯୋଜନା କରିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ।
ଏଥିପାଇଁ ଖୁବ୍ ଶୀଘ୍ର ବେଙ୍ଗଲୁରୁର ପ୍ରାଣୀ ବିଜ୍ଞାନ ଜାତୀୟ କେନ୍ଦ୍ର ସହ ମିଶି ନୂଆ ଷ୍ଟଡି ହେବ କହିଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ।
Credible Local News of Odisha