ବୌଦ୍ଧ ମୁନିସିପାଲିଟି ଅଧିନସ୍ଥ ବାଘଗୁଡା ଛକର ସୌନ୍ଦର୍ଯ୍ଯକରଣକୁ ନେଇ ମୁନିସିପାଲିଟି କାର୍ଯ୍ଯନିର୍ବାହୀ ଅଧୀକାରୀଙ୍କ କାର୍ଯ୍ଯାଳୟ ତରଫରୁ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଡ ଆବେଦନର ସମୟ ସୀମା ଚଳିତ ମଇ ମାସ ୧୨ ତାରିଖ ଧାର୍ଯ୍ଯ ହୋଇଛି।
Credible Local News of Odisha