ବାଗବର ସ୍କୁଲକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ବାଗବର ୫ଟି ସ୍କୁଲକୁ ଆଜି ଜିଲ୍ଲାପାଳ ଆବୋଲି ସୁନୀଲ ନାରାଭାଣେ ଗସ୍ତ କରି କମ୍ପ୍ଯୁଟର ଲ୍ୟାବ ଓ ସ୍ମାର୍ଟ କ୍ଳାସ ବ୍ଯବହାର ଉପରେ ଗୁରୂତ୍ୱ ଦେବାକୁ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version