ବାଗବର ମଠରେ ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ

ରବିବାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ବିଭିନ୍ନ ମଠରେ ବ୍ୟଞ୍ଜନ ଦ୍ଵାଦଶୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଭିନ୍ନ ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ରାଧାକୃଷ୍ଣଙ୍କ ଠାରେ ଅର୍ପଣ କରାଯାଇଥିଲା । ସ୍ଥାନୀୟ ବାଗବର ସ୍ଥିତ ଚନ୍ଦ୍ରମଣି ମଠରେ ମଠାଧୀଶ ନିମାର୍କ ଚରଣ ଦାସଙ୍କ ତତ୍ତ୍ଵାବଧାନରେ ୬୪ ରକମର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ରାଧାକୃଷ୍ଣଙ୍କ ଠାରେ ଲାଗି ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes