ବାଇକ ସହ ଜଳିଗଲେ ଯୁବକ

ଗତକାଲି ବିଳମ୍ବିତ ରାତିରେ ଆଚାର୍ଯ୍ୟବିହାର ଫ୍ଲାଏଓଭର ମହାରାଜା ଫିଲ୍ମ ହଲ୍ ନିକଟରେ ବାଇକ୍ ସହ ଜଳି ଗଲେ ଜଣେ ଯୁବକ ।

କେଉଁ ପରିସ୍ଥିତିରେ କିଭଳି ଯୁବକ ଜଣକ ପୋଡିଗଲେ ତାହା ସ୍ପଷ୍ଟ ହୋଇନି ।ପୁଲିସ ପୋଡା ବାଇକ ଜବତ କରିବା ସହ ଯୁବକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes