ବାଇକ ଡ଼ିକି ଭାଙ୍ଗି ଟଙ୍କା ଲୁଟ ଘଟଣାରେ ୨ଲୁଟେରା ଗିରଫ

ବାଇକ ଡ଼ିକି ଭାଙ୍ଗି ଟଙ୍କା ଲୁଟି ନେଇଥିବା ଘଟଣାରେ ୨ଲୁଟେରାଙ୍କୁ ଗିରଫ କରିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ପୁଲିସ।

ଦୁଇ ଲୁଟେରା ରାଇରଙ୍ଗପୁର ଅଞ୍ଚଳର ଶିବ ପ୍ରଧାନ ଏବଂ ଏ.ଚକ୍ରବର୍ତ୍ତୀ।
ସେମାନେ ସମ୍ପର୍କରେ ମାମୁଁ ଏବଂ ଭଣଜା। ଗତ ୭ତାରିଖରେ ସୁରେନ୍ଦ୍ର ପାତ୍ରଙ୍କ ଗାଡି ଡ଼ିକି ଭାଙ୍ଗି ୨ଲକ୍ଷ ୪୦ହଜାର ଟଙ୍କା ଲୁଟି ନେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes