ବାଇକ୍ ଓ ସ୍କୁଟି ମୁହାଁ ମୁହିଁ ଧକ୍କା ଦୁଇ ମୃତ, ଜଣେ ଗୁରୁତର

ଟାଉନ ଥାନା ଅନ୍ତର୍ଗତ ଡିମ୍ବୋ ଗ୍ରାମ ନିକଟ ନରଣପୁର – ଡିମ୍ୱୋ ରାସ୍ତାର କାଠ ଡିପୋ ନିକଟରେ ସ୍କୁଟି ଓ ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ଯୁବତୀ ସମେତ ଦୁଇ ଚାଳକ ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।

ସ୍କୁଟି ପଛରେ ବସିଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes