ବାଇକକୁ ଧକ୍କା ଦେଲା ଟ୍ରକ; ୨ ମହିଳା ମୃତ, ଜଣେ ଗୁରୁତର

ସମ୍ବଲପୁର ଜିଲ୍ଲା ବୁର୍ଲା ଏନ୍ଏଚ୍ ୫୩ ଗୋଡ଼ଭଗା ନିକଟରେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ୨ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍ ଚାଳକ ଗୁରୁତର ହୋଇଛି। ମୃତ ୨ ମହିଳାଙ୍କ ମଧ୍ୟରୁ ଜଣେ ଗୁରୁତରଙ୍କ ସ୍ତ୍ରୀ ଓ ଅନ୍ୟ ଜଣେ ସଂପର୍କୀୟା ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes