ବଳାତ୍କାର ଅଭିଯୋଗରେ ଜଣେ ବ୍ୟବସାୟୀ ଗିରଫ

ଭୁବନେଶ୍ୱରର ପାହାଳ ଥାନା ଅଞ୍ଚଳରେ ବଳାତ୍କାର ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି l

ବ୍ୟବସାୟୀ ଜଣଙ୍କ ଜଣେ ଯୁବତୀଙ୍କୁ ଘରକୁ ଡାକି ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes