ବଲାଙ୍ଗୀର ଜିଲ୍ଲାରେ ଅତ୍ୟଧିକ ତାପମାତ୍ରା ଯୋଗୁଁ ଅଞ୍ଚଳବାସୀ ଯିବା ଆସିବା କରିବାକୁ ହଇରାଣ ହେଉଛନ୍ତି ତା ସାଙ୍ଗକୁ ଜଙ୍ଗଲ ଗୁଡ଼ିକରେ ନିଆଁ ଲାଗି ସହରର ତାପମାତ୍ରା ଦିନକୁ ଦିନ ଆହୁରି ବୃଦ୍ଧି ପାଇବାରେ ଲାଗିଛି ହେଲେ ଆଜି ସନ୍ଧ୍ୟାରେ ଏହି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଝିପିଝିପି ବର୍ଷା ଲାଗିରହିଛି ।
ବର୍ଷା ପାଇଁ ଲୋକଙ୍କୁ ସାମାନ୍ୟ ଆସ୍ବସ୍ତି ମିଳିଥିବା ସ୍ଥାନୀୟଲୋକେ କହିଛନ୍ତି ।