ବଲାଙ୍ଗିର ଏସ୍‌ପି ଅଫିସ୍‌ରେ ଉତ୍ତରାଞ୍ଚଳ ଆଇଜି

ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା ନେଇ ବଲାଙ୍ଗିର ଏସ୍‌ପି ଅଫିସ୍‌ରେ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ ଆଇଜି ।

ଘଟଣାକୁ ନେଇ ଏସ୍‌ପି ଓ ଆଇଜିଙ୍କ ମଧ୍ୟରେ ଆଲୋଚନା ଚାଲିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes