ବଲାଙ୍ଗିରରେ ଚାଷୀଙ୍କ ରେଳରୋକ

ବଲାଙ୍ଗିର ଜିଲ୍ଲାରେ ବକେୟା କୃଷିବୀମା ଦାବିରେ ହରିଶଙ୍କର, ଟିଟିଲାଗଡ଼ ଓ ବଲାଙ୍ଗିର ଷ୍ଟେସନରେ ଚାଷୀ ରେଳରୋକ କରିଛନ୍ତି।

ଏହି ସମୟରେ ଆରପିଏଫ୍ ଓ ପୁଲିସ୍‌ ସହ ଚାଷୀଙ୍କ ଧସ୍ତାଧସ୍ତି ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes