ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନ, କଲଭର୍ଟର ଭିତ୍ତି ପ୍ରସ୍ତର ସ୍ଥାପନ

ଝାରପଡ଼ା ମହାଦେବ ନଗର ବୌମିଖାଲ ରେଳବାଇ କଲଭର୍ଟରୁ ଗଙ୍ଗୁଆ ନଳା ୧୦ ନମ୍ବର୍ ଡ୍ରେନ ଉପରେ ଆରସିସି ଡ୍ରେନ ଓ କଲଭର୍ଟ ନିର୍ମାଣ ପାଇଁ ଆଜି ମେୟର ସୁଲୋଚନା ଦାସ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

ଏହା ଦ୍ବାରା ବର୍ଷା ପାଣି ନିଷ୍କାସନ ହେବା ଦ୍ବାରା ତଳି ଅଞ୍ଚଳ ଜଳମଗ୍ନ ହେବ ନାହିଁ। ପ୍ରାୟ ୨୦୦୦୦ ଲୋକ ଏହା ଦ୍ବାରା ଉପକୃତ ହେବେ ବୋଲି ଦାସ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes