ବର୍ଷାଙ୍କ ପକ୍ଷରୁ ଦାୟର ଆବେଦନ ଖାରଜ କଲେ ହାଇକୋର୍ଟ

ସାମାଜିକ ଗଣମାଧ୍ୟମରେ ଅନୁଭବ ମହାନ୍ତିଙ୍କ ମନ୍ତବ୍ୟ ପ୍ରସଙ୍ଗରେ ବର୍ଷାଙ୍କ ପକ୍ଷରୁ ଦାୟର ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ।

ଅନୁଭବଙ୍କୁ ପ୍ରତିକୂଳ ମନ୍ତବ୍ୟରୁ ବାରଣ ପାଇଁ ହୋଇଥିବା ଆବେଦନ ଖାରଜ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes