ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ବୁଲିଲେ କମିଶନର

ବିଏମସି କମିଶନର ଆଜି ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହ ସୈନିକ ସ୍କୁଲ, ଗାଡ଼କଣ, ଭିଏସଏସ ନଗର, ନୀଳାଦ୍ରି ବିହାର ଏବଂ କାନନ ବିହାରରେ ଥିବା ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ବୁଲି ଦେଖିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version