ମଧୁବାବୁ ଉତ୍କଳ ଗୌରବ ହୋଇଥିବା ବେଳେ ନିରାକାର ଭଦ୍ରକ ଗୌରବ ବୋଲି ଆଜି ବରିଷ୍ଠ ଅଧିବକ୍ତା ତଥା ବାମପନ୍ଥୀ ସଂଗ୍ରାମୀ ନିରାକାର ଜେନାଙ୍କ ଜୀବନୀ ପୁସ୍ତକର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ୍ ଏସ. ମୁରଲୀଧର କହିଛନ୍ତି ।
Credible Local News of Odisha