ବରଗଡ ପୌରପରିଷଦ ଅଧ୍ଯକ୍ଷାକୁ ସମ୍ମାନୀତ କଲେ ଜନକଲ୍ୟାଣ ସେବାଟ୍ରଷ୍ଟ

ଆଜି ସକାଳେ ବରଗଡ ନବନିର୍ବାଚିତ ପୌରାପରିଷଦ ଅଧ୍ଯକ୍ଷା କଳ୍ପନା ମାଝିକୁ ବରଗଡର ଅଗ୍ରୀଣ ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବାଟ୍ରଷ୍ଗର ସଭାପତି ମୁକୁନ୍ଦ ଦାସ ପୁଷ୍ପଗୁଚ୍ଛ ଓ ଫୁଲମାଳ ଦେଇ ସମ୍ମାନୀତ କରିଛନ୍ତି

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes