ବନ୍ଧ ଭାଙ୍ଗି ଗାଁକୁ ପଶିଲା ପାଣି

କେନ୍ଦ୍ରାପଡ଼ାର କରାଣ୍ଡିଆ ନଦୀ ଉଛୁଳୁ ଥିବା ବେଳେ ୨ଟି ବ୍ଲକରେ ଘାଇ ସୃଷ୍ଟି ହୋଇଛି l

ଘାଇ ଫଳରେ ମାର୍ଶାଘାଇ ବ୍ଲକ ବଳରାମପୁର ଘେରି ବନ୍ଧ ଭାଙ୍ଗି ଗାଁ ରେ ପାଣି ପଶି ଯାଇଛି ଏବଂ ଢିଅବଳରାମପୁର ଗାଁ ସମ୍ପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି l ଗରଦପୁର ବ୍ଲକ୍ ହୁରାସାହି, ଶିଶୁଆ, ସିକିଲୋ ଗାଁ ପାଣି ଘେରରେ ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version