ବନ୍ଦ ଘରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର ଶାସ୍ତ୍ରୀନଗର ଶନି ମନ୍ଦିର ନିକଟରୁ ଏକ ବନ୍ଦ ଘରୁ ମୃତଦେହ ଉଦ୍ଧାର କରିଛି ଖାରବେଳନଗର ଥାନା ପୁଲିସ ।

୫ରୁ ୬ ଦିନ ହେବ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବୃଦ୍ଧ ଜଣକ ଘରେ ଏକୁଟିଆ ରହୁଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes