ବଦଳିଲେ ଝାରସୁଗୁଡା ଏସପି, ସ୍ମିତ ପରମାର ନୂଆ ଏସପି

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣା ପରେ ଆଜି ରାଜ୍ୟ ସରକାର ଝାରସୁଗୁଡା ଏସପି ରାହୁଲ ଜୈନଙ୍କୁ ହଟାଇ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି l ତାଙ୍କ ସ୍ଥାନରେ ବରଗଡ଼ ଏସପି ସ୍ମିତ ପରମାର ପୁରୁଷୋତ୍ତମ ଦାସଙ୍କୁ ନିଯୁକ୍ତି ଦିଆଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes