ବଦଳିଲା ନନ୍ଦିଘୋଷ ରଥର ସାନ ଉଛୁଳା ଅଖ

ରଥ ନିର୍ମାଣ ବୈଷୟିକ କମିଟି ଓ ବିଶ୍ବକର୍ମା ମହାରଣାଙ୍କ ତତ୍ବାବଧାନରେ ବଦଳାଯାଇଛି ।

ଚକ-ଅଖ ସେଟିଙ୍ଗ ବେଳେ ଫାଟ ଥିବାରୁ କ୍ଲାମ୍ପ ବୋଲଟ ଲଗାଯାଇଥିଲା। ରଥ ନିର୍ମାଣ ଯାଞ୍ଚ ବେଳେ ପ୍ରଶାସନର ଦୃଷ୍ଟିକୁ ଆସିଥିଲା ତ୍ରୁଟି। ଏକ୍ସପର୍ଟ କମିଟି ଅନୁଧ୍ୟାନ ପରେ ସାନ ଉଛୁଳା ଅଖ ବଦଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes