ବଜ୍ରାଘାତରେ ପରିବାରର ଜଣେ ମୃତ, ୭ ଆହତ

କୋରାପୁଟ ଜିଲ୍ଲା ଲମତାପୁଟର ସିଲପଡା ଗ୍ରାମରେ ଆଜି ଅପରାହ୍ନରେ ବଜ୍ରପାତ ହେବାରୁ ଗୋଟିଏ ଘରେ ଥିବା ପରିବାରର ଜଣେ ପ୍ରାଣ ହରାଇଥିବା ବେଳେ 7 ଜଣ ଗୁରୁତର ହୋଇଛନ୍ତି l

ଆହତ ମାନଙ୍କୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ଆହତଙ୍କ ମଧ୍ୟରେ ଜଣେ ଦେଢ଼ ବର୍ଷର ଶିଶୁ ଅଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes