ବଜ୍ରାଘାତରେ ଜଣେ ନାବାଳକ ମୃତ, ୨ ଗୁରୁତର

ନୟାଗଡ଼ ଜିଲ୍ଲା ଭାପୁର ଥାନା ଭାଲୁଖାଇ ଗାଁରେ ଏକ ପୋଖରୀ ଖୋଳା ଦେଖୁଥିବା ବେଳେ ବଜ୍ରପାତ ଘଟି ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି।

ଗୁରୁତରଙ୍କୁ ଭାପୁର ମେଡିକାଲ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes