ବଜ୍ରପାତରେ ‌ସାତ ଗାଈ ମୃତ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ବୁରଘାଟ ଗ୍ରାମର କୋମଳକାନ୍ତ ପ୍ରଧାନଙ୍କ‌ ସାତଟି ଗାଈ ଆଜି ବଜ୍ରପାତ‌ରେ ମୃତ୍ୟୁ ଘଟିଥିବା ଜଣାପଡିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes