ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଜାମଶୋଳାରେ ବିଳମ୍ବିତ ରାତିରେ ଜଣେ ହୋଟେଲ୍ କର୍ମଚାରୀକୁ ଫାୟାରିଂ ହୋଇଛି।
ଖାଇବା ବଚସାକୁ ନେଇ ଦୁର୍ବୃତ୍ତ ଫାୟାରିଂ କରି ଚମ୍ପଟ୍ ମାରିଛନ୍ତି।
ଛାତିରେ ଗୁଳି ବାଜିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଛି।
Credible Local News of Odisha