ପ୍ର. ଏଲ.କେ ମହାପାତ୍ରଙ୍କ ସୁପୁତ୍ର ଓ ସୁକନ୍ୟା ଶୀଲା ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ବକୁଳ ଲାଇବ୍ରେରୀକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବୁଲି ଦେଖିଥିଲେ।
ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବକୁଳ ବନ ବିଦ୍ୟାଳୟରୁ ପ୍ରେରିତ ବକୁଳ ଫାଉଣ୍ଡେସନ ପାଠାଗାର ସମାଜକୁ ଜାଗ୍ରତ କରିବାର ଅନନ୍ୟ ପରମ୍ପରାକୁ ଆଧୁନିକ ସମୟରେ ଆଗକୁ ନେଉଥିବା ଜାଣି ଖୁସି ହେଲି ବୋଲି ଶ୍ରୀ ପ୍ରଧାନ କହିଥିଲେ l