ସାଇବର ଠକ ମାନେ ଇନଷ୍ଟାଗ୍ରାମ ଏବଂ ଫେସବୁକରୁ ପ୍ରୋଫାଇଲ ଫଟୋ କପି କରି ନକଲି ଫେସବୁକ ଆଇଡି ଖୋଲି ସୋସିଆଲ ମିଡ଼ିଆରେ ସକ୍ରିୟ ରହୁଛନ୍ତି l ତେଣୁ ଫେସବୁକ ମେସେଞ୍ଜରକୁ ବିଶ୍ୱାସ ନ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି l
Credible Local News of Odisha