ଫୁଲବାଣୀ ଜଗନ୍ନାଥ ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନକଲେ ବୃଦ୍ଧା ଭିକାରୁଣୀ

୬୦ ବର୍ଷୀୟା ତୁଳା ବେହେରା ସହରରେ ଭିକମାଗି ଚଳନ୍ତି।

ଜୀବନବ୍ୟାପି ଭିକ୍ଷା ମାଗି ବ୍ୟାଙ୍କରେ ରଖିଥିବା ୧ ଲକ୍ଷ ଟଙ୍କା ସେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଦାନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes