ଫୁଲକୁଣ୍ଡ ଭର୍ତ୍ତି ଟ୍ରକ୍‌ରୁ ୯ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ଫୁଲକୁଣ୍ଡ ଭିତରେ ଲୁଚାଇ ବିଶାଖାପାଟଣାରୁ ଆଗ୍ରା ଚାଲାଣ ବେଳେ କୋରାପୁଟ ଟାଉନ୍‌ରେ ଚଢ଼ାଉ କରି ଅବକାରୀ ବିଭାଗ ଧରିଛି।

ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes