ଫାଲକନାମା ଟ୍ରେନରେ ଛୁରାମାଡ ଘଟଣାରେ ଜଣେ ଗିରଫ

ଭୁବନେଶ୍ୱରରେ ଟ୍ରେନ୍ ପ୍ୟାଣ୍ଟ୍ରିକାର୍ କର୍ମଚାରୀଙ୍କୁ ଛୁରାମାଡ଼ ଘଟଣାରେ ଜଣେ ଅଭିଯୁକ୍ତକୁ ଆରପିଏଫ ପୁଲିସ ଗିରଫ କରିବା ସହ ପୂର୍ବ ଶତ୍ରୁତାରୁ ଛୁରାମାଡ଼ ହୋଇଥିବା ସୂଚନା ଦେଇଛି।

ଉଲ୍ଲେଖଯୋଗ୍ୟ, ଗତ ୯ ତାରିଖରେ ପ୍ୟାଣ୍ଟ୍ରିକାର ମ୍ୟାନେଜର ଓ କର୍ମଚାରୀଙ୍କୁ ଛୁରା ମାଡ଼ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes