ଫାର୍ମାସୀ ଆକ୍ଟ ୧୯୪୮ର ହୀରକ ଜୟନ୍ତୀ

ଫାର୍ମାସୀ ଆକ୍ଟ 1948ର ହୀରକ ଜୟନ୍ତୀ ତମଣ୍ଡୋ ଭେଷଜ ବିଜ୍ଞାନ ମହାବିଦ୍ୟାଳୟରେ ପାଳିତ ହୋଇଥିବା ବେଳେ ଏଥିରେ ପ୍ର. ଉପେନ୍ଦ୍ରନାଥ ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇ ଫାର୍ମାସୀ ଶିକ୍ଷା, ଗବେଷଣା ଓ ନୂତନ ଔଷଧ ପ୍ରସ୍ତୁତି ଉପରେ ସାରଗର୍ଭକ ତଥ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଥିଲେ l

ଏହି ଅବସରରେ ପ୍ର. ଉନ୍ନା ଲଷ୍ମୀନାରାୟଣ ମୁଖ୍ୟବକ୍ତାଙ୍କୁ ସ୍ମାରକ ପ୍ରଦାନ କରିଥିଲେ l ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ନରେନ୍ଦ୍ର କୁମାର ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes