ଫଳ ଦୋକାନରୁ ବ୍ରାଉନ ସୁଗର ଜବତ, କନଷ୍ଟେବଳଙ୍କ ମା ଗିରଫ

ବ୍ରହ୍ମପୁର ସହରରେ ହସ୍ପିଟାଲ ସମ୍ମୁଖରେ ଏକ ଫଳ ଦୋକାନରୁ ଆଜି ଅବକାରୀ ବିଭାଗ ଚଢ଼ାଉ କରି 127 ଗ୍ରାମର ବ୍ରାଉନସୁଗର ଜବତ କରିଛି l ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି l
ସମ୍ପୃକ୍ତ ମହିଳାଙ୍କ ଝିଅ କନଷ୍ଟେବଳ ଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes