ଫର୍ମ ଫିଲଅପ କରି ପରୀକ୍ଷା ନ ଦେବା ଘଟଣାର ତଦନ୍ତ ହେବ : ମନ୍ତ୍ରୀ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲଅପ ମାଗଣା ଥିବା ବେଳେ ବହୁ ପିଲା ଫର୍ମ ପୂରଣ କରିଥିଲେ l

ତେବେ ଅନେକ ଛାତ୍ରଛାତ୍ରୀ କେଉଁ କାରଣରୁ ପରୀକ୍ଷା ଦେଇନାହାନ୍ତି ତାହାର ତଦନ୍ତ କରି ରିପୋର୍ଟ ଦେବାକୁ ବିଇଓ ଓ ଡ଼ିଇଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes