ଫରେଷ୍ଟଗାର୍ଡ ହତ୍ୟା ଘଟଣାରେ ୩ ଶିକାରୀ ଗିରଫ

ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟଗାର୍ଡ ହତ୍ୟା ଘଟଣାରେ ପୁଲିସ ଓ ବନବିଭାଗ ଟିମ ମିଳିତ ଚଢ଼ାଉ କରି ୩ ଶିକାରୀଙ୍କୁ ଗିରଫ କରିବା ସହ ୪ ଦେଶୀ ବନ୍ଧୁକ ଜବତ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes