ଫକୀରମୋହନଙ୍କ ନିର୍ବାଚିତ ରଚନାସମଗ୍ର ଲୋକାର୍ପିତ

କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ରାୟ ରାମାନନ୍ଦ ସ୍ମୃତି ପରିଷଦ ମିଳିତ ସହଯୋଗରେ “Selected Works of Vyasakabi Fakirmohan Senapati” ପୁସ୍ତକ ଲୋହିଆ ଭବନରେ ଲୋକାର୍ପିତ ହୋଇଯାଇଛି l

ଏହି ପୁସ୍ତକଟିକୁ ସମ୍ପାଦନା କରିଛନ୍ତି ଫକୀରମୋହନ ଫାଉଣ୍ଡେସନ ନୂଆଦିଲ୍ଲୀର ପ୍ରତିଷ୍ଠାତ୍ରୀ ତଥା ଫକୀରମୋହନ ସେନାପତିଙ୍କ ଅଣନାତୁଣୀ ଡ ମନିକା ଦାସ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes