ପ୍ରେମିକା ଘରୁ ପ୍ରେମିକର ଝୁଲନ୍ତା ମୃତଦେହ ଉଦ୍ଧାର

ପୁରୀ ଜିଲ୍ଲା ବ୍ରହ୍ମଗିରି ସାହୁପଡା ଗାଁରେ ଏହି ଅଘଟଣ ଘଟିଛି।

ଏହା ହତ୍ୟା ନାଁ ଆତ୍ମ ହତ୍ୟା ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ୨ ପରିବାର ମୁହାଁମୁହିଁ ହୋଇଛନ୍ତି। ବିଳମ୍ବିତ ରାତିରେ ବ୍ରହ୍ମଗିରି ପୁଲିସ ପହଞ୍ଚି ମୃତ ଶରୀର ଜବତ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes