ପ୍ରାର୍ଥନା କ୍ଳାସରେ ଅସୁସ୍ଥ ହୋଇପଡିଲେ ଷଷ୍ଠ ଶ୍ରେଣୀ ଛାତ୍ର

କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ରେ ମଙ୍ଗଳବାର ୩୮ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ସ୍କୁଲ କଲେଜ ଚାଲୁ ରଖିବାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପାଟଣା ବ୍ଲକ କେନ୍ଦେଇ ପଶି ପଞ୍ଚାୟତ କେନ୍ଦେଇ ପଶି ନୋଡାଲ ଉଚ ବିଦ୍ୟାଳୟରେ ମଙ୍ଗଳବାର ଜଣେ ଷଷ୍ଠ ଶ୍ରେଣୀ ଜଣେ ୧୧ ବର୍ଷର ଛାତ୍ର ପ୍ରାଥନା କ୍ଲାସରେ ଅସୁସ୍ଥ ହୋଇ ପଡ଼ିଥିଲେ।

ଛାତ୍ର ଜଣକ ହେଉଛନ୍ତି ଆକାଶ ନାଏକ। ତାଙ୍କୁ ଶିକ୍ଷୟିତ୍ରୀ ମାନେ ଗ୍ଲୋକଜ ପାଣି ପିଆଇବା ପରେ ଛାତ୍ର ଜଣକ ସୁସ୍ଥ ହୋଇ କ୍ଳାସ କରୁଥିବା ଜଣା ପଡ଼ିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes