ପ୍ରାଣୀଧନ ନିରୀକ୍ଷକଙ୍କ ସମ୍ପତ୍ତି 7.21 କୋଟି ଟଙ୍କା (ଅପଡେଟ)

ଭୁବନେଶ୍ୱର କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ବାସଭବନ ସମେତ ଭୁବନେଶ୍ୱର ଓ କଟକର 9 ଟି ସ୍ଥାନରେ ଚଢ଼ାଉ କରି ଆଜି ଭିଜିଲାନ୍ସ 7.21 କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି l

ଏହା ମଧ୍ୟରେ ରହିଛି 91 ଟି ପ୍ଲଟ, 5 ଟି ଅଟ୍ଟାଳିକା, 2 ଟି ଫ୍ଲାଟ, 500 ଗ୍ରାମ ସୁନା, 250 ଗ୍ରାମ ରୁପା, ଗୋଟିଏ କାର ଏବଂ 39 ଲକ୍ଷର ବ୍ୟାଙ୍କ ଜମା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes