ପ୍ରାଚୀ ନଦୀ ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ

ପ୍ରାଚୀ ନଦୀର ପୁନଃରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ସାଂସଦ ଅପରାଜିତା ଭେଟିଥିବା କହିଛନ୍ତି।ମହାନଦୀର ଶାଖାନଦୀ କୁଶଭଦ୍ରା ନଦୀରୁ ଜଳ ପ୍ରବାହ ବନ୍ଦ ହେବା କାରଣରୁ ଆଜି ପ୍ରାଚୀ ନଦୀ ଶୁଷ୍କ ଅବସ୍ଥାରେ ରହିଛି ଓ ଏହାର ପୁନଃରୁଦ୍ଧାର ହେଲେ ୮୭୦୦ ହେକ୍ଟର ଚାଷଜମି ଜଳସେଚନ ସାଙ୍ଗକୁ ପର୍ଯ୍ୟଟନ ସହ ବହୁ ସୁଯୋଗ ସୃଷ୍ଟି ହେବ l

ଖୋର୍ଦ୍ଧା, କଟକ, ପୁରୀ ତିନୋଟି ଜିଲ୍ଲାର ୬ଟି ବ୍ଲକ ଦେଇ ଗତି କରୁଥିବା
ଏହି ନଦୀର ଦୈର୍ଘ୍ୟ ୭୮ କିଲୋମିଟର ଓ ମୋଟ ୪୨୫୫୨ ହେକ୍ଟର ଜମିରେ ପରିବ୍ୟାପ୍ତ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes