ପ୍ରସିଦ୍ଧ ଐତିହାସିକ ଡ. ପ୍ରସନ୍ନ କୁମାର ମିଶ୍ରଙ୍କ ଦେହାନ୍ତ

ପ୍ରସିଦ୍ଧ ଐତିହାସିକ ଡ. ପ୍ରସନ୍ନ କୁମାର ମିଶ୍ରଙ୍କ ଆଜି ଦେହାନ୍ତ ହୋଇଯାଇଛି l ପଲିଟିକାଲ ଅନରେଷ୍ଟ ଇନ ଓଡ଼ିଶା ଇନ ଦି 19th ସେଞ୍ଚୁରୀ : ଆଣ୍ଟି ବ୍ରିଟିଶ, ଆଣ୍ଟି ଫ୍ୟୁଡାଲ ଆଣ୍ଡ ଆଗ୍ରାରିଆନ ରିଙ୍ଗସ ତାଙ୍କର ଏକ କାଳଜୟୀ କାର୍ଯ୍ୟ l

ଆଜି ତାଙ୍କ ଅବର୍ତ୍ତମାନରେ ସାଥୀ, ଶୁଭେଛୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version