ପ୍ରଭାତ ବିଶ୍ୱାଳଙ୍କ 3.92 କୋଟିର ସମ୍ପତ୍ତି ଆଟାଚ କଲା ଇଡି

କଟକ ସଦରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କର 3.92 କୋଟି ଟଙ୍କାର ସମ୍ପତ୍ତିକୁ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜିମନି ଲଣ୍ଡରିଙ୍ଗ ଆକ୍ଟ ଅନୁସାରେ ଆଟାଚ କରିଛି l
ଏହା ମଧ୍ୟରେ ଅଛି ନୋଏଡାରେ ଥିବା ପ୍ରଭାତଙ୍କ ଏମଏସ ଗ୍ରୁପର ସମ୍ପତ୍ତି ଏବଂ କଟକ ଏସଵିଆଇରେ ଥିବା 25 ଲକ୍ଷ ଟଙ୍କା l ଅଣ ବ୍ୟାଙ୍କିଙ୍ଗ ସଂସ୍ଥା ଦ୍ୱାରା ସ୍ୱ ଅର୍ଥ ଆଦାୟ କରି ଏହି ସମ୍ପତ୍ତି କରିଥିବା ଅଭିଯୋଗରେ ମାମଲା ପୂର୍ବରୁ ତାଙ୍କ ନାମରେ ଚାଲିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes