ପ୍ରଥମେ ବ୍ୟାଟିଂ କରି ଭାରତ କଲା ୧୪୮ ରନ

ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିଟି ବ୍ୟାଟିଂ ଦେବା ପରେ ଭାରତ 20 ଓଭରରେ 6 ଉଇକେଟ ହରାଇ 148 ରନ କରିପାରିଛି l

ଋତୁରାଜ ଗାଏକୱାଡ 1 ରନ କରିଥିବା ବେଳେ ଈଶାନ କିଷାନ 34, ଶ୍ରେୟସ ଆୟାର 40, ରିଷଭ ପନ୍ତ 5, ହାର୍ଦିକ ପାଣ୍ଡ୍ୟା 9, ଅକ୍ଷର ପଟେଲ 10 ରନ କରିଥିଲେ l ଦିନେଶ କାର୍ତ୍ତିକ 30 ଏବଂ ହର୍ଷଲ ପଟେଲ 12 ରନ କରି ଅପରାଜିତ ରହିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes