ପ୍ରଣବ ପ୍ରକାଶ ଦାସ ଓସିଏ ସଭାପତି ନିର୍ବାଚିତ

ଓଡିଶା କ୍ରିକେଟ ଆସୋସିଏସନ-ଓସିଏର ନୂତନ ସଭାପତି ଭାବେ ବିଧାୟକ ପ୍ରଣବ ପ୍ରକାଶ ଦାସ ନିର୍ଦ୍ବନ୍ଦ୍ୱରେ ଆଜି ନିର୍ବାଚିତ ହୋଇଛନ୍ତି l ସଞ୍ଜୟ ବେହେରା ସାଧାରଣ ସମ୍ପାଦକ, ପଙ୍କଜ ଲୋଚନ ମହାନ୍ତି ଉପସଭାପତି ଏବଂ କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ନିର୍ବାଚିତ ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes