ପ୍ରଚଣ୍ଡ ଖରା ଯୋଗୁଁ ଜଳିଗଲା ବୁଲେଟ

ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଳକ ଶିବରାମ ପଡାରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବୁଲେଟ ହୁତୁହୁତୁ ହୋଇ ଜଳିଯାଇଛି।

ପ୍ରଚଣ୍ଡ ଖରା ଯୋଗୁଁ ବୁଲେଟ୍‌ରେ ନିଆଁ ଲାଗିଥିବା ବୁଲେଟ ମାଲିକ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes