ପ୍ରକୃତି ବନ୍ଧୁ ପୁରସ୍କାର ଚୟନରେ ଅନିୟମିତତା ଅଭିଯୋଗ

କେନ୍ଦୁଝର ସଦର ବ୍ଲକରେ ଚଳିତ ବର୍ଷ ବିଶ୍ଵ ପରିବେଶ ଦିବସରେ ପ୍ରତ୍ୟେକ ବ୍ଲକରେ ଜଣେ ଲେଖାଏଁ ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ କାମ କରିଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ ଏବଂ ଏହାର ଯାଞ୍ଚ ପାଇଁ ଏକ କମିଟି ରହିଛି।

ତେବେ ଏହି ଚୟନ ସଠିକ୍ ଭାବରେ ହୋଇ ନ ଥିବାରୁ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ ପତ୍ର ଗୋପାଳପୁରର ପରିବେଶବିତ୍ ଜନାର୍ଦ୍ଧନ ଗିରି ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes