ପୌରପରିଷଦ ପକ୍ଷରୁ ଜଳଛତ୍ରର ଶୁଭାରମ୍ଭ

ଅନୁଗୁଳ ଜିଲ୍ଲା ତାଳଚେରରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି ପୌରପରିଷଦ ତରଫରୁ କୋର୍ଟ ଛକ ଠାରେ ଜଳଛତ୍ରର ଶୁଭ ଉଦଘାଟନ କରିଛନ୍ତି ବିଧାୟକ ଓ ନଗରପାଳ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes