ପୋଷାକ ଉତ୍ପାଦନ କ୍ଷେତ୍ରରେ ବାଟ ଦେଖାଇବ ମିଶନ ଶକ୍ତି

ମିଶନ ଶକ୍ତି ବିଭାଗ ଓ ନୂଆଦିଲ୍ଲୀର ଆପାରେଲ ମେଡିକାଲ -ଅପସ ଆଣ୍ଡ ହୋମ ଫର୍ଣ୍ଣିସିଂ ସେକ୍ଟର ସ୍କିଲ କାଉନସିଲ ମଧ୍ୟରେ ମିଶନ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ସିଲେଇ ମେସିନ ଅପରେଟର ଭାବରେ ଦକ୍ଷତାଭିତ୍ତିକ ତାଲିମ ପାଇଁ ଏକ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes